କୋରାପୁଟ ସହର: କୋରାପୁଟ ସୁକୁ ବ୍ରିଜ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ତ୍ବରାନ୍ବିତ କରିବାକୁ ଦାବି କଲେ ସ୍ଥାନୀୟ ବାସିନ୍ଦା
ଦୀର୍ଘବର୍ଷ ହେବ କୋରାପୁଟ ସୁକୁ ବ୍ରିଜ୍ ନିର୍ମାଣ କାମ ଶେଷ ହୋଇନଥିବା ବେଳେ ରେଳ ପଥ କଡ଼ରେ ବିପଦପୂର୍ଣ୍ଣ ଭାବରେ ଯାତାୟାତ କରୁଥିବା ବେଳେ ଅଘଟଣ ଘଟିବା ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନ ଚାରିଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବ୍ରିଜ୍ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଦାବି କରିଛନ୍ତି।