Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ଭଟଲି ହାଇସ୍କୁଲରେ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିକ୍ଷାସଭା ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ

ଭଟଲି ହାଇସ୍କୁଲରେ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିକ୍ଷାସଭା ଆସ ସ୍କୁଲ ଯିବା କାର୍ଯ୍ୟକ୍ରମଭଟଲି ହାଇସ୍କୁଲରେ ଆଜି ସକାଳ ୧୦ ଟା ୩୦ମିନିଟ ରେ ଭଟଲି ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିକ୍ଷାସଭା ଆସ ସ୍କୁଲ ଯିବା କାର୍ଯ୍ୟ କ୍ରମ ଆରମ୍ଭ ହୋଇଥିଲା। ଭଟଲି ବିଇଓ ଅମୃତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଆରର୍ସିସି ଲୋକନାଥ ମେହେରଙ୍କ ସଂଯୋଜନାରେ ସଭା ଆୟୋଜିତ ହୋଇ ଥିଲା। ମୁଖ୍ଯଅତିଥି ଭାବରେ ଭଟଲି ର ପୂର୍ବତନ  ସରପଞ୍ଚ ପ୍ରହଲ୍ଲାଦ ପ୍ରଧାନ ଯୋଗଦାନ କରିଥିବାବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରବଣ ସାହୂ ପ୍ରମୁଖ ଉପସ୍ଥିତ ଥିଲେ।

MORE NEWS

ଭଟଲି: ଭଟଲି ହାଇସ୍କୁଲରେ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିକ୍ଷାସଭା ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ - Bhatli News