ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ମରାକୁଟାରେ ଅନୁଷ୍ଠିତ ହେଲା “ନୂଆଁଖାଇ ଭେଟଘାଟ – ୨୦୨୫” କାର୍ଯ୍ୟକ୍ରମ
ଝାରସୁଗୁଡା ଜିଲ୍ଲା ମରାକୁଟାରେ ଅନୁଷ୍ଠିତ ହେଲା “ନୂଆଁଖାଇ ଭେଟଘାଟ – ୨୦୨୫” କାର୍ଯ୍ୟକ୍ରମ l ଆଜି ବୁଧବାର ରାତି ୮ ଟା ରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୂଆଁଖାଇ ଏବଂ ନୁଆଁଖାଇ ଭେଟଘାଟ ଉପରେ ଆଲୋକପାତ କରିଛନ୍ତି l ଏହାସହ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଛନ୍ତି l ଆଜି ର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଲୋକନୃତ୍ୟ, ଗୀତ, ବାଦ୍ୟ, ହାସ୍ୟା ରସାତ୍ମକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିବାବେଳେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା l