Public App Logo
Jansamasya
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Ipl
Rahulgandhi
Haryana
Cricket
शादी
Crimenews
Kolkata
Aap
Rss
Bareilly
Agra
Politics
जेल
Mumbai
Jodhpur
Amitshah

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର-୨୧ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ହୋମିଓପାଥି କଲେଜରେ ନିଖିଳ ଓଡିଶା ଆୟୁଷଛାତ୍ର ସଂଗଠନ ତରଫରୁ ଅନିର୍ଦିଷ୍ଟ କାଳପାଇଁ କଲେଜରେ ତାଲାବନ୍ଦ

Raurkela M, Sundargarh | Nov 24, 2025
ନଭେମ୍ବର ୨୪ତାରିଖ ଅପରାହ୍ନ ପ୍ରାୟ ୪ଟା୧୫ମିନିଟର ସୂଚନା ଅନୁଯାୟୀ ଉତ୍କଳମଣି ଗୋପବନ୍ଧୁ ହୋମିଓପାଥି କଲେଜର ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ ତରଫରୁ ସରକାରଙ୍କଠାରେ ୮ ଦଫା ଦାବି କରି ଆସୁ ଥିଲେ ଓ କଳା ବ୍ୟାଚ ପିନ୍ଧି ଦୀର୍ଘ ୧୯ ଦିନଧରି ସରକାରଙ୍କୁ ଅନୁରୋଧ କରିବାପରେ ମଧ୍ୟ ସରକାର କର୍ଣ୍ଣପାତ ନ କରିବାରୁ ଆଜି ୨୪ ନଭେମ୍ବର ଠାରୁ ଅନିର୍ଦିଷ୍ଟ କାଳ ପାଇଁ କଲେଜରେ ତାଲା ବନ୍ଦ କରି ଦେବା ସହ ପ୍ରତିବାଦ ସ୍ୱରୂପ ରାଜ୍ୟରେ ବିଭିନ୍ନ ସ୍ଥାନରେ ଥିବା ୭ ଟି ସରକାରୀ ଆୟୁଷ କଲେଜରେ ଅନିର୍ଦିଷ୍ଟ କାଳ ପାଇଁ ତାଲା ପଡିଲା