କେନ୍ଦୁଝର ସହର: ସାହାରପଡ଼ା କଲେଜ ନିକଟରୁ ରାସ୍ତା କଡ଼ରୁ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର ହତ୍ୟା ସନ୍ଦେହ
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା କଲେଜ ନିକଟ ରାସ୍ତା କଡ଼ ଲଟା ମୂଳ ରୁ ଜଣେ ଯୁବକ ଙ୍କ ମୃତଦେହ ଉଦ୍ଧାର ହୋଇଛି ମୃତକ ହେଲେ ଠାକୁରମୁଣ୍ଡା ଥାନା ଜଡ଼ିବିଲ ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତ (40 ) ବୋଲି ଜଣାପଡ଼ିଛି।ତେବେ ସେ ଭୁବନେଶ୍ୱର ରେ ରହୁଥିବା ବେଳେ କେହି ହତ୍ୟା ପରେ ଏଠାରେ ମାରି ମୃତଦେହ କୁ ଫିଙ୍ଗି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି।ଘଟଣା ସ୍ଥଳରେ ପାଟଣା ଥାନା ଏସ ଆଇ ଲକ୍ଷ୍ମଣ ମାଝୀ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ ଓ ରାମ ପହଁଞ୍ଚି ମୃତଦେହ କୁ ଜବତ କରି ଘଟଣାର ତଦନ୍ତ କରୁଛି।