ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ଜନ ଅଭିଯୋଗ ଶୁଣାଣିରେ SDPO ନିଯୁକ୍ତି ନେଇ ମତ ରଖିଲେ ଏସପି ମନୋଜ ରାଉତ
Bhadrak Rural, Bhadrak | Sep 8, 2025
ଆଗକୁ ପାର୍ବଣ ଋତୁ ତଥା ଦୀର୍ଗାପୂଜା ପାଇଁ ଚାନ୍ଦବାଲି ରେ ଖାଲ ଥିବା ପୋଲିସ ବିଭାଗ ର sdpo ପଦ ପାଇଁ ଆଗରୁ ଅନେକ ବାର ଦାବି କରାଯାଇଥିଲେ ମଧ୍ୟ...