କଣ୍ଟାମାଳ: ଦଶହରା ପାଇଁ କଣ୍ଟାମାଲ ଥାନାରେ ପୂଜାକମିଟି ସଦସ୍ୟ ଙ୍କୁ ନେଇ ଶାନ୍ତି ବୈଠକ
କଣ୍ଟାମାଲ. ଶାନ୍ତି ବୈଠକ କଣ୍ଟାମାଲ ଥାନା ଅଞ୍ଚଳର ହେବାକୁ ଥିବା ଦୁର୍ଗା ପୂଜା କମିଟି ନେଇ ଶାନ୍ତି ବୈଠକ I ସୂଚନା ମତେ ପାର୍ବଣରେ କିଭଳି ଭାବରେ ଶାନ୍ତି ଶୃଙ୍ଖଳା ସହ ଏହି ପର୍ବ କରାଯିବା ନେଇ କଣ୍ଟାମାଲ ଥାନା ଅଧିକାରୀ ରଂଜିତ ମୁନି ଅଞ୍ଚଳର ସମସ୍ତ ପୂଜା କମିଟି କୁ ନେଇ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଈଥିଲା I