ରାୟଗଡା: ରାଜ୍ୟରେ ମହିଳା ନିର୍ଯ୍ଯାତନା ବଢିବା ନେଇ ରାୟଗଡାରେ ମହିଳା ବିଜେଡି ପକ୍ଷରୁ କାର୍ଯ୍ୟାଳୟ ରେ ଦାବୀ ପତ୍ର ପ୍ରଦାନ ପରେ SP ଙ୍କ ପ୍ରତିକ୍ରିୟା
ରାଜ୍ୟରେ ମହିଳା ନିର୍ଯ୍ଯାତନା ବଢିବା ନେଇ ରାୟଗଡା ରେ ମହିଳା ବିଜୁ ଜନତା ଦଳ ପକ୍ଷରୁ କାର୍ଯ୍ୟାଳୟ ରେ ଏସପି ଙ୍କୁ ଦାବୀ ପତ୍ର ପ୍ରଦାନ ପରେ ବୁଧବାର ଅପରାହ୍ନରେ ଏସପି ଙ୍କ ପ୍ରତିକ୍ରିୟା।