ରବିବାର ଦିନ 12.30 ମିନିଟ ସମୟରେ ଗତକାଲି ରାତିରେ ସୋନପୁର ଠାରେ କୃଷି ମନ୍ତ୍ରୀ କେ.ଭି. ସିଂ ଦେଓଙ୍କୁ ଚାଷୀ ନୌଟଙ୍କି କରୁଥିବା ବେଳେ ପ୍ରସଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ | ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ମାନଙ୍କୁ ପୋଲିସ ଓ ବିଜେପି କର୍ମୀଙ୍କ ପକ୍ଷରୁ ହୋଇଥିବା ଆକ୍ରମଣ ସମ୍ପର୍କରେ ଆଜି ବୌଦ୍ଧ ଠାରେ ସଂଗଠନର ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ହୃଷିକେଶ ପ୍ରଧାନ ନିଜ ପ୍ରତିକ୍ରିୟା ଦେଇଛନ୍ତି l