ନୂଆଗାଁ ବ୍ଲକର ଲିମଡ଼ା ଗ୍ରାମପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂଆଗାଁ ବ୍ଲକ କୃଷି ଅଧିକାରୀ ସତ୍ୟବ୍ରତ ସାହୁ,ସହକାରୀ କୃଷି ଅଧିକାରୀ ନୂଆଗାଁ ଅନିଶ କୁଲ୍ଲୁ,ଉପଖଣ୍ଡିୟ ସ୍ତରୀୟ କୃଷି ଅଧିକାରୀ ଗୋପୀନାଥ ଜେନ ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ଦେଇଥିଲେ।