ଢେଙ୍କାନାଳ ସଦର: ଗଁଦିଆ ଅବକାରୀ ଥାନା ସମ୍ମୁଖରେ ଭାରସାମ୍ୟ ହରାଇ ଗଛରେ ବାଇକ୍ ପିଟି ହୋଇ ଆକ୍ସିସ ବ୍ୟାଙ୍କ ଆସିଷ୍ଟାଣ୍ଟ ସେଲସ ମ୍ୟାନେଜରଙ୍କ ମ୍ରୃତ୍ୟ
Dhenkanal Sadar, Dhenkanal | Sep 14, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଠାରୁ ୩ କିମି ଦୂର ଗଁଦିଆ - ଷଡ଼ଙ୍ଗୀ ରାସ୍ତାର ଗଁଦିଆ ଅବକାରୀ ଥାନା ସମ୍ମୁଖରେ ଆଜି ତା ୧୪।୯ ରିଖ ଅପରାହ୍ନ...