କଣ୍ଟାମାଳ: ମନମୁଣ୍ଡା ବାସୁଦେବପାଲି ଆରଏମସି ଠାରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ନୁଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ, ଯୋଗଦେଲେ ବିଧାୟକ
Kantamal, Boudh (Bauda) | Sep 5, 2025
ଶୁକ୍ରବାର ଦିନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ନୁଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବରେ...