ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ଉତ୍ସବ ମଣ୍ଡେଇ -2025 ଶୁକ୍ରବାର ସନ୍ଧ୍ଯାରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାର ଉଦଘାଟନ କରୁଛନ୍ତି। ଅନ୍ୟମାନଙ୍କ ମଧ୍ଯରେ ରାଜ୍ୟସଭା ସାଂସଦ ମୁନା ଖାଁ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା ଏବଂ ଜିଲ୍ଲାପାଳ ଡ ମହେଶ୍ଵର ସ୍ଵାଇଁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ। ଏଥିସହ ମଣ୍ଡେଇର ସାଂସ୍କୃତିକ ସଂଧ୍ୟା ଖୁବ ମନ ମୁଗ୍ଧକର ହୋଇଥିଲା। ରାତି ପ୍ରାୟ 10 ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର