ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଲିଙ୍ଗଭିତ୍ତିକ ହିଂସା ନିବାରଣ ର ୧୬ ଦିନିଆ ସକ୍ରିୟତା ଏବଂ ଅନ୍ତର୍ଜାତୀୟ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଯାପନୀ
ଜିଲ୍ଲାର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଲିଙ୍ଗଭିତ୍ତିକ ହିଂସା ନିବାରଣ ର ୧୬ ଦିନିଆ ସକ୍ରିୟତା ଏବଂ ଅନ୍ତର୍ଜାତୀୟ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଯାପନୀ ଦିବସ ପାଳନ କରାଗଲା।