ଭୋଗରାଇ: କୁମ୍ଭାରମୁଳି ସମେତ ଭୋଗରାଇ ରେ ବିଭିନ୍ନ ଜାଗାରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ।
ଆଜି ପବିତ୍ର ବିଶ୍ଵକର୍ମା ପୂଜା। ଗାଁଠୁ ସହର ସବୁ ଆଗେ ବିଭିନ୍ନ କାରିଗରଙ୍କ ପାଖରେ ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ଵକର୍ମା । ଏହି ଅବସରରେ ଭୋଗରାଇ ରେ ବିଭିନ୍ନ ଜାଗାରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ । ପୂଜାକୁ ଶାନ୍ତି ଶୃଙ୍ଖଳା କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି ।