ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୂର ଗ୍ରାମ ନିକଟରେ ଖୋଲା କୂଅରେ ପଡିଲା ହାତୀ ଛୁଆ ଖସି ପଡିଥିଲା। ଯାହା ଫଳରେ ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀ ଛୁଆକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିବା ନେଇ ବନ ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟା ସାଢ଼େ ସାତଟା ବେଳେ ସୂଚନା ମିଳିଛି।