ତେଲକୋଇ: କେନ୍ଦୁଘାଟି ଗ୍ରାମର ଆୟୋଜିତ ଫୁଟ୍ବଲ୍ ପ୍ରତିଯୋଗିତା ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଜିଲ୍ଲା ବି ଜେ ପି ଉପସଭାପତି
ବାଂଶପାଳ ବ୍ଳକ୍ ର ଫୁଲ୍ ଝର ପଞ୍ଚାୟତର କେନ୍ଦୁଘାଟି ଗାଁ ଆୟୋଜିତ ଫୁଟ୍ବଲ୍ ପ୍ରତିଯୋଗିତା ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଜିଲ୍ଲା ବି ଜେ ପି ଉପସଭାପତି , ଲୋକଙ୍କ ସୁଃଖ ଦୁଃଖର ସାଥି ଗୋପୀନାଥ୍ ରାମ୍ ଗୋପୀନାଥ ରାମ୍ ଙ୍କ ଆଗମନ ଖବର ଶୁଣି ଅଞ୍ଚଳ ରେ ବହୁତ୍ ଭୀଡ଼ ଦେଖିବାକୁ ମିଳିଥିଲା । ତତ୍ ସହିତ ଭାରତୀୟ ଜନତା ପାର୍ଟିର ଅନ୍ୟ ସମସ୍ତ ବରେଣ୍ୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଉକ୍ତ ଖେଳରେ ୩୨ ଟି ଦଳ ଅଂଶଗ୍ରହଣ କରିଥିଲେ ସେଥିମଧ୍ୟରୁ ଖୁଟ୍ ଙ୍ଗା ଚମ୍ପିଆନ୍ ହେଇଥିଲା ।ଆଜି ରାତ୍ରୀ ନଅଟା ସମୟର ସୂଚନା ।