ଧନୁପାଲି ଥାନା ଅନ୍ତର୍ଗତ ଖଲିଆବନ୍ଧ ନିକଟରେ ସଡ଼କ ଦୁର୍ଘଟଣା ଦୁଇ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8 ଟା ସମୟରେ ଦୁଇ ଜଣ ଯୁବକ ଧନୁପାଲି ଆସୁଥିବା ସମୟରେ ଖଲିଆବନ୍ଧ ନିକଟରେ ସଡ଼କ ଦୁର୍ଘଟଣା ର ଶିକାର ହୋଇ ରାସ୍ତାରେ ପଡିଥିଲେ l ତାଙ୍କୁ କିଛି ଯୁବକ ମେଡିକାଲ ଆଣି ଭର୍ତି କରିଥିଲେ l ସେପଟେ ଧନୁପାଲି ପୋଲିସ ଘଟଣାର ଖବର ପାଇ ମେଡିକାଲ କୁ ଆସିଥିବା ସୂଚନା ମିଳିଛି l