ସୁନ୍ଦରଗଡ ସହର: ହେମଗିର ଚନ୍ଦନ ତୋଳା ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ଅଗ୍ନି ଶମ ବାହିନୀ ଦ୍ଵାରା ମୃତ ଦେହ ଉଦ୍ଧାର
Sundargarh Town, Sundargarh | Sep 1, 2025
ଆଜି ସେପ୍ଟେମ୍ବର 1 ତାରିଖ ସୋମବାର ଅପରାହ୍ନ 3:40 ପାଖାପାଖି ସମୟରେ ଘଟିଛି ଏହି ଦୁଃଖଦ ଘଟଣା। ଟିକେଶ୍ୱର ବିସାର ନାମକ ଜଣେ 62 ବର୍ଷ ବୟସ୍କ...