କରଲିପଦର ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ସୂଚନା ଅନୁଯାୟୀ ଧନିରାମ ଭତରା ନାମକ ବ୍ୟକ୍ତି ନିଜ ବାଇକ ଯୋଗେ ଯାଉଥିବା ବେଳେ କରଲି ପଦର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ତାଙ୍କର ଧକ୍କା ହେଇଥିଲା ଫଳରେ ସେ ତଳେ ପଡି ତାଙ୍କ ଶରୀର ରେ ଗଭୀର କ୍ଷତ ସୃଷ୍ଟି ହେଇଛି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରେଇଛନ୍ତି