କୋରାପୁଟ ସହର: ଲଗାଣ ବର୍ଷାରେ ବଢୁଛି ଜଳସ୍ତର ଜଲାପୁଟ ଡ୍ୟାମରେ ତିନୋଟି ଗେଟ୍ ଖୋଲି ୧୩ ହଜାର କ୍ୟୁସେକ ଜଳ ନିଷ୍କାସନ ଜାରି
Koraput Town, Koraput | Aug 27, 2025
ଲଗାଣ ବର୍ଷା ପ୍ରଭାବରେ ଜଲାପୁଟ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି। ଡ୍ୟାମର ଜଳସ୍ତର ବିପଦ ସଙ୍କେତରେ ଥିବାରୁ ମଙ୍ଗଳବାର ଠାରୁ ଡ୍ୟାମର ତିନୋଟି...