ଯୁଯୁମୁରା ଥାନା ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତ ସ୍ଥିତ ନୁଆଁ ଅଢା ପଡା ରେ ସଡ଼କ ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 7 ଟା ସମୟରେ ଜଣେ ଖାଟୁ କଲେତ ନାମକ ଜଣେ ବ୍ୟକ୍ତି ସ୍କୁଟିରେ ଘରକୁ ଫେରୁଥିବା ବେଳେ ତାଙ୍କୁ ପଛ ପଟୁ ଏକ ବାଇକ ଚାଳକ ଧକ୍କା ଦେଇଥିଲା l ଯାହାଫଳରେ ବ୍ୟକ୍ତି ଜଣକ ରାସ୍ତାରେ ପଡି ଆହତ ହୋଇଥିଲେ l ତାଙ୍କୁ ତୁରନ୍ତ ମେଡିକାଲ ଆଣି ଚିକିତ୍ସା କରାଯାଇଛି