ବୌଦ୍ଧ ସଦର: ଝାରଖମଣ ସ୍କୁଲର ମଦ୍ୟପ ଶିକ୍ଷକଙ୍କ ବିରୋଧରେ ଶୃଙ୍କଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହରଭଙ୍ଗା ବିଇଓ
ମଙ୍ଗଳବାର ମଦ୍ୟପାନ କରି ସ୍କୁଲକୁ ଆସୁଥିବା ହରଭଙ୍ଗା ବ୍ଲକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରମଣି ମଲ୍ଲିକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା। ପୁଣି ଜଣେ ଶିକ୍ଷକ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହରଭଙ୍ଗା ଗୋଷ୍ଠି ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା । ଶିକ୍ଷକ ଶ୍ରୀ ମାଲିକଙ୍କ ଗୋଟିଏ ଦିନର ଦରମା ବନ୍ଦ ସହ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ନିଜ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି l