ଆସନ୍ତା ୧୫ ତାରିଖରେ ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଗସ୍ତ କାର୍ଯ୍ୟକ୍ରମ ରେ ବୃନ୍ଦାବାହାଲ ଆସି ଏକ ଜନ ସମାବେଶ ରେ ଗୋଲାମୁଣ୍ଡା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ ବିଡ଼ିଓ ତ୍ରିପୁରା ମହାନନ୍ଦ ଗୋଲାମୁଣ୍ଡା ଠାରେ ଆୟୋଜିତ ସମାବେଶ ସ୍ଥଳ ପରିଦର୍ଶନ କରି ତଦାରଖ କରିଥିଲେ।