ପାଲଲହଡା: କଣିହାଁ ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ
କଣିହାଁ ଥାନା ପକ୍ଷରୁ।ଶନିବାର ସକାଳ ୧୧ ଘଟିକା ସମୟରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ବୃଦ୍ଧି ପାଉଥିବାରୁ କିଭଳି ଭାବରେ ସାଇବର ଠକ ମାନଙ୍କ ଫୋନ କଲ ମୋବାଇଲରୁ ଓଟିପି ନଦେଇ ଅର୍ଥ ଲୋଭରେ ପ୍ରଲୋଭିତ ନହୋଇ ସତର୍କ ରହିବା ସହ ଅନ୍ୟକୁ ସତର୍କତା କରିବାକୁ ହେବ ବୋଲି ଥାନା ଅଧିକାରୀ ବୁଝାଇ କହିଥିଲେ ।