ରାୟଗଡା: ଇନ୍ଦିରାନଗର ସାହିରେ ଚାଲିଥିବା ଖୁଦୁରୁକୁଣୀ ଓଷା ହେଲା ଉଦଯାପିତ ଭାଇ ର ଶୁଭ ମନାସି ଭଉଣୀ ମାଁ ମଙ୍ଗଳା ଙ୍କୁ କରୁଥିଲା ପୂଜା
Rayagada, Rayagada | Aug 31, 2025
ରାୟଗଡ଼ା ଜିଲ୍ଲା ପଦ୍ମପୁର ଇନ୍ଦିରାନଗର ସାହିରେ ଚାଲିଥିବା ଖୁଦୁରୁକୁଣୀ ଓଷା ହେଲା ଉଦଯାପିତ ,ଭାଇ ର ଶୁଭ ମନାସି ଭଉଣୀ ମାନେ ପୂଜା କରୁଥିଲେ...