ଝାରସୁଗୁଡା ଜିଲ୍ଲା ତିଲିଆ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ପରିସରରେ ଚଳିତ ଖରିଫ ଧାନ କ୍ରୟ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି l ଆଜି ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୨ ଟା ଯାଏଁ ଅନୁଷ୍ଠିତ ଏହି ବୈଠକରେ ତିଳିଆ ସମବାୟ ସମିତି ର ତିଲିଆ ,ରମ୍ପେଲା , କୁମ୍ଭାରବନ୍ଦ ଓ ପିପିଲିକାନି ପଞ୍ଚାୟତର ଚାଷୀ ମାନେ ଉପସ୍ଥିତ ଥିଲେ l ଆଜିର ବୈଠକ ସମବାୟ ସମିତିର ସଭାପତି ଭୋନାଥ ବଢ଼େଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୧୨ ତାରିଖ ରୁ ଧାନ କ୍ରୟ ପାଇଁ ନିଷ୍ପତ୍ତି ନିଆଯାଇଛି l