ଆଜି ତପସ୍ୱିନୀ ହଲ ଠାରେ ସମ୍ବଲପୁର ବିଧାୟକଙ୍କୁ ସାକ୍ଷାତ କରିଛନ୍ତି ଜୁଡୋ ସଂଘ ର କର୍ମକର୍ତ୍ତା l ମିଳିଥିବା ସୂଚନା ଅନୁସାରେ କିଛିଦିନ ପୂର୍ବରୁ କୁସ୍ତି ଖେଳାଳି ମାନେ ଏକ ଅଭାବନୀୟ ପରିସ୍ଥିତିରେ ଉତ୍ତର ପ୍ରଦେଶରୁ ଟ୍ରେନ ଯୋଗେ ନିଜ ଘରକୁ ଫେରିଥିଲେ l ଉକ୍ତ ଟ୍ରେନରେ ସମ୍ବଲପୁର ର ମଧ୍ୟ ଜଣେ ଖେଳାଳି ରହିଥିଲେ l ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଧାୟକଙ୍କ ଠାରେ ଅଭିଯୋଗ କରିଥିଲେ ଜୁଡୋ ସଙ୍ଘର କରକର୍ତ୍ତା ମାନେ l