ଅନୁଗୋଳ: ସରେଇଲ ଗ୍ରାମରେ ହେଉଥିବା ମଙ୍ଗଳାଙ୍କ ବର୍ଷିକ ଉତ୍ସବ ଓ ଅଷ୍ଟ ପ୍ରହରୀ ନାମ ସଙ୍କୀର୍ତ୍ତନରେ ଯୋଗ ଦେଲେ ତାଳଚେର ବିଧାୟକ
Anugul, Angul | Nov 4, 2025 ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଗ୍ରାମ ପଞ୍ଚାୟତ ସରେଇଲ ଗ୍ରାମରେ ମଙ୍ଗଳବାର ଦିନ ଅଷ୍ଟ ପ୍ରହରୀ ନାମ ସଙ୍କୀର୍ତ୍ତନ ଓ ମା ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା। ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇଥିବା ସୂଚନା ମିଳିଛି।