କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ନର୍ଲା ଠାରୁ ଭାୟା ରୁପ୍ରା ଦେଇ ପଲମକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତାର ସାଲିଙ୍ଗ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର ଥିବା ଜଣାପଡିଛି । ସାଲିଙ୍ଗ ଗ୍ରାମର ଈଶ୍ୱର ସୁନାଙ୍କ ଏକମାତ୍ର ପୁଅ ରାକେଶ ସୁନା କୌଣସି କାମରେ ଏକ ବାଇକ୍ ଯୋଗେ ରୁପ୍ରା ଆସି ଫେରୁଥିବା ସମୟରେ ରାସ୍ତାର ମେଟାଲ୍ ରେ ବାଇକ୍ ସ୍ଲିପ୍ ହେବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୁଚନା।