ଢେଙ୍କାନାଳ ସଦର: ରାଧାକୃଷ୍ଣ ବଜାରରେ ମା ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା
ଢେଙ୍କାନାଳ ସହରସ୍ଥ ରାଧାକୃଷ୍ଣ ବଜାରରେ ମା ଦୁର୍ଗାଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହୋଇଆସୁଛି । ଆଜି ମାଙ୍କର ମହା ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ସକାଳ ପ୍ରହରରୁ ମାଙ୍କର ବିଭିନ୍ନ ରିତିନୀତିର ସହିତ ପୂଜାପାଠ ସହିତ ଅଷ୍ଟମୀ ପୂଜା ହୋଇଥିଲା I ପରେ ଅଷ୍ଟମୀ ପୂଜା କରୁଥିବା ମହିଳା ମାନଙ୍କର ଗହଳି ଦେଖିବାରୁ ମିଳିଥିଲା । ପୂର୍ବାହ୍ନ ୧୧ଟା ବେଳେ ଏହି ଦୃଶ୍ୟ ।