ଟିଟିଲାଗଡ: ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମୁରିବାହାଲ ବାନ୍ଧୂପଲା ଗ୍ରାମର ବାସିନ୍ଦା। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପରେବି ମିଳିନିନ୍ୟାୟ
Titlagarh, Balangir | Aug 12, 2025
ମୁରିବାହାଲ ବ୍ଲକ ବାନ୍ଧୂପଲା ଗ୍ରାମର ବାସିନ୍ଦା ସରକାର ଦେଇଥିବା ଜମିକୁ ଅନ୍ୟ ଜଣେ ବ୍ୟକ୍ତି କରିଛି ଅକ୍ତିଆର, ଜିଲ୍ଲାପାଳଙ୍କ ଅଭିଯୋଗ...