Public App Logo
Jansamasya
Rahulgandhi
Haryana
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
No video available

ସୁନ୍ଦରଗଡ ସହର: କମଲଗା ଠାରେ ସ୍କୁଟି ଓ କୋଇଲା ବୋଝେଇ ହାଇୱା ମୁହାଁମୁହିଁ ଧକ୍କାରେ ଜଣେ ମୃତ; ୨ ଜଣ ଗୁରୁତର

କମଲଗା ଠାରେ ସ୍କୁଟି ଓ କୋଇଲା ବୋଝେଇ ହାଇୱl ମୁହାମୁହିଁ ଧକ୍କାରେ ଜଣେ ମୃତ 2 ଗୁରୁତର.. ଆଜି ଦିନ ପାଖାପାଖି 2.30 ସମୟରେ ହେମଗିର ଥାନା ଏମସିଏଲ କନିକା ମୂଖ୍ୟ ରାସ୍ତା ର କମଲଗା ଠାରେ ଏମସିଏଲ ପଟୁ କନିକା ପଟକୁ ଯାଉଥିବ od16f1269 ନମ୍ବର ର କୋଇଲା ବୋଝେଇ ହାଇୱl ସହ ଅପରପାର୍ଶ୍ବ ରୁ ଆସୁଥିବା od23r6616 ନମ୍ବର ର ସ୍କୁଟି ସହ ମୁହାମୁହିଁ ଧକ୍କା ହୋଇଥିଲା ଫଳରେ 3 ଜଣ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଥିଲେ, ସ୍ତାନୀୟ ଲୋକେ ଗୁରୁତର ଙ୍କୁ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିବା ବେଳେ ଗୁରୁତର ଙ୍କ ମଧ୍ୟରୁ ଜଣକ ର ମୃତ୍ୟୁ ଘଟିଥିବା ସୁଚନା ମିଳିଛି,
ସୁନ୍ଦରଗଡ ସହର: କମଲଗା ଠାରେ ସ୍କୁଟି ଓ କୋଇଲା ବୋଝେଇ ହାଇୱା ମୁହାଁମୁହିଁ ଧକ୍କାରେ ଜଣେ ମୃତ; ୨ ଜଣ ଗୁରୁତର - Sundargarh Town News