କାମାକ୍ଷାନଗର: କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ସହାକାରୀ ଶିକ୍ଷୟିତ୍ରୀ କବିତା ରାଉତଙ୍କୁ ରବିବାର ୩ଟାରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି
କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ସହାକାରୀ ଶିକ୍ଷୟିତ୍ରୀ କବିତା ରାଉତଙ୍କୁ ରବିବାର ୩ଟାରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସହକାରୀ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷୟତ୍ରୀ କବିତା ରାଉତଙ୍କୁ ଦିଆଯାଇଛି ଏହି ସମ୍ବର୍ଦ୍ଧନା ।ଏଠାରେ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।