ଲାଞ୍ଜିଗଡ: କର୍କା ମସ୍କା ଗ୍ରାମର ୫୦ରୁ ଉର୍ଦ୍ଧ ଆଦିବାସୀ ପିଲା ଶିକ୍ଷା ରୁ ବଞ୍ଚିତ ଘଟଣା,ଗାଁ କୁ ପହଞ୍ଚିଲା ଶିକ୍ଷା ବିଭାଗ।
Lanjigarh, Kalahandi | Aug 20, 2025
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବନ୍ଧପାରି ପଞ୍ଚାୟତ ଅନ୍ତର୍ଗତ କର୍କାମସ୍କା ।ଗାଁରେ ସ୍ବାଧିନତା ର ପୂର୍ବ ରୁ ୬୫ଟି କୁଟିଆ କନ୍ଧ...