ଦେବଗଡ: ଦଲକ ଗ୍ରାମରେ ୫ ଦିନ ହେଲା ଦନ୍ତାହାତୀ ଉପଦ୍ରବ ଜାରି ରହିଛି, ନଷ୍ଟ ହେଉଛି ଏକଡ ଏକଡ ଧାନ ଫସଲ
Debagarh, Debagarh (Deogarh) | Sep 6, 2025
ରିଆମାଳ ବନାଂଚଳ କରଲଗା ଗ୍ରାମପଂଚାୟତ ଅନ୍ତର୍ଗତ ଦଲକ ଗ୍ରାମରେ ଗତ ୫ ଦିନ ହେଲା ଦନ୍ତାହାତୀ ଉପଦ୍ରବ ଜାରି ରହିଛି । ହାତୀ ଉପଦ୍ରବ ଯୋଗୁଁ ଦଲକ...