ସମ୍ବଲପୁର ସ୍ଥିତ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ- ୧ ସମ୍ବଲପୁର ଠାରେ ଦିନ ହୀରକ ଜୟନ୍ତୀ ବର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇ ଯାଇଛି I ଏହି ଅବସରରେ ବିଦ୍ୟାଳୟର ପ୍ରାଚାର୍ୟ, ଶ୍ରୀ ରଣରଞ୍ଜୟ ସିଂହ ସଭାପତିତ୍ଵ କରିଥିଲେ I ଏହି ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସ୍ଡ଼ିପିଓ ସମ୍ବଲପୁର ତୁଫାନ ବାଗ ଯୋଗଦାନ କରି ଥିଲେ I ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I