କେନ୍ଦୁଝର ସହର: ତେନ୍ତୁଳି ଠାରେ ଏକ ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ୍ କୁ ଜବତ କଲା ପୋଲିସ, ଉଦ୍ଧାର ଆଠ ଗୋରୁ ମଧ୍ୟରୁ ଗୋଟିଏ ମୃତ
Kendujhar Town, Kendujhar | Sep 4, 2025
ଶୁଆକାଟୀ ତେନ୍ତୁଳି ଠାରେ ଏକ ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ୍ କୁ ଜବତ କଲା ଶୁଆକାଟୀ ଫାଣ୍ଡି ପୋଲିସ। ଉଦ୍ଧାର ଆଠ ଗୋରୁ ମଧ୍ୟରୁ ଗୋଟିଏ ମୃତ...