28 ତମ ଜାତୀୟ ବନ ଖେଳ ପ୍ରତିଯୋଗୀତା ଉତ୍ତରାଖଣ୍ଡ (ଡ଼େରାଡ଼ୁନ୍ )ରେ ଅଂଶଗ୍ରହଣ କରିବାକୁ ଆଜି ଓଡିଶା ଦଳ ସମ୍ବଲପୁର ରୁ ମା ସମଲେଶ୍ବରୀ ଙ୍କ ଆଶୀର୍ବାଦ ଗ୍ରହଣ କରି ରେଳ ଯୋଗେ ଓଡିଶା ଛାଡିଥିବା ସୂଚନା ମିଳିଛି l ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିନିଧି ଶ୍ରୀ ସୁଧୀର ବହିଦାର ସମ୍ବଲପୁର RCCF ଶ୍ରୀ ଟି ଅଶୋକ କୁମାର, CCF କେନ୍ଦୁପତ୍ର ଶ୍ରୀ ସୁଦର୍ଶନ ବେହେରା,ଓଡିଶା ଅଣ ଗେଜେଟେଡ ବନ ସେବା ସଂଘ ତଥା AIFFO ର ଜାତୀୟ ସେକ୍ରେଟାରୀ ଶ୍ରୀ ଜଗବନ୍ଧୁ ପାତ୍ର, ସମ୍ବଲପୁର ବନ ଖଣ୍ଡ ଅଧିକାରୀ କେନ୍ଦୁପତ୍ର ଶ୍ରୀ ଗୌରୀଶଙ୍କର ଦାସ, ସମ୍ବଲପୁର