କଣ୍ଟାମାଳ: ନଦୀରେ ବୁଡି ନିଖୋଜ ଯୁବକ ଙ୍କ ମୃତଦେହ ଦହ୍ୟା ନଦୀଘଟରୁ ଉଦ୍ଧାର
ନଦୀରେ ବୁଡି ନିଖୋଜ ଯୁବଙ୍କ ମୃତଦେହ ଉଦ୍ଧାର ମନମୁଣ୍ଡା ଥାନା ଦହ୍ୟାନଦୀ ଗତକାଲି ଜଣେ ଯୁବକ ମାଛମାରି ଯାଇ ନଦୀରେ ଭାସିଯାଇଥିଲେ ଯୁବ ସେଠାରେ ଥିବା ଲୋକେ ଘରଲୋକଙ୍କୁ ଖବର ଦେଇଥିଲେ I ଘର ଲୋକ ବହୁ ଖୋଜା ଖୋଜୀପରେ ପାଇଁନ ଥିଲେ ଘଟଣା ସ୍ଥଳକୁ ଅଗ୍ନି ସମବାହନୀ ମଧ୍ୟ ପହଂଚି ଖୋଜିଥିଲା କିନ୍ତୁ ପାଇନଥିଲେ ଆଜି ଦହ୍ୟା ମହାନଦୀ ରୁ ଉକ୍ତ ଯୁବକ ର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା I ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଂଚି ସବ ଉଦ୍ଧାର ସହ ତଦନ୍ତ ଆରମ୍ଭ କରିଛି I ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡୁଛି I