ଟିଟିଲାଗଡ: ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ଠାରୁ ମାତୃ ଶିଶୁ ହସ୍ପିଟାଲ ଯାଏଁ ଲାଗିଲା ଷ୍ଟ୍ରିଟ ଲାଇଟ - ଉଦଘାଟନ କଲେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ
ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ଠାରୁ ମାତୃ ଶିଶୁ ହସ୍ପିଟାଲ ଯାଏଁ ଲାଗିଲା ଷ୍ଟ୍ରିଟ ଲାଇଟ- ଉଦଘାଟନ କଲେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ଟିଟିଲାଗଡ଼ - ଟିଟିଲାଗଡ଼ ସହର ଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଅବସ୍ଥିତ ଅଛି ମାତୃ ଶିଶୁ ହସ୍ପିଟାଲ। ତେବେ ମହିଳା ମହାବିଦ୍ୟାଳୟ ଠାରୁ ମାତୃ ଶିଶୁ ହସ୍ପିଟାଲ ଯାଏଁ ଷ୍ଟ୍ରିଟ ଲାଇଟ ଲାଗି ନ ଥିବା ଯୋଗୁଁ ଜନ ସାଧାରଣଙ୍କୁ ଯିବା ଆସିବା କରିବାପାଇଁ ସେ ବହୁତ ହଇରାଣ ତଥା ଡରି ଡରି ଯିବା ଆସିବା କରିବାକୁ ପଡ଼ୁଥିଲା। ଏହାକୁ ହୃଦୟଙ୍ଗମ କରି ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ବିଧାୟକ ନିର୍ବାଚିତ ହେବା ପରେ ପ୍ରଥମେ ଏହି ସମସ୍ୟାର