ଆରଏମସି ହାଟ ନିକଟ ବସ୍ତିରେ ବାଣ ଯୋଗୁଁ ଲାଗିଲା ନିଆଁ, ନିଆଁ କୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ମଙ୍ଗଳବାର ସନ୍ଧ୍ୟାରେ ଉପରୁ ଏକ ବାଣ ଆସି ଆରଏମସି ହାଟ ନିକଟ ବସ୍ତିର ପୋଲିଥିନ ଘୋଡା ହେଇଥିବା ଏକ ଛପର ଘର ଉପରେ ପଡିଥିଲା ପଲିଥିନରେ ନିଆଁ ଲାଗି ଧୀରେ ଧୀରେ ବ୍ୟାପିବାକୁ ଆରମ୍ଭ କରିଥିଲା ସ୍ଥାନୀୟ ଲୋକେ ଧୂଆଁ କୁ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ, ତୁରନ୍ତ ଅଗ୍ନିଶମ ବାହିନୀର କର୍ମକର୍ତ୍ତା ପହଞ୍ଚି ନିଆଁକୁ ଆୟାତ କରିଥିଲେ, ଯଦି ନିଆଁ ବ୍ୟାପିଥାନ୍ତା ତେବେ ନିହାତି ଭାବେ ବସ୍ତିର ଧନ ଜୀବନ ନଷ୍ଟ ହେଇଥାନ୍ତା ତେଣୁ ଅଗ୍ନିଶମ ବିଭାଗ ର କର୍ମକର୍ତ୍ତା ଙ୍କୁ ଧନ୍ୟବାଦ