ନଭେମ୍ବର ୧୦ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ ବଜରଙ୍ଗଦଳର କର୍ମକର୍ତ୍ତାଗଣ ରାଉରକେଲା ଏସ.ପି.ଙ୍କୁ ଭେଟି ଅଭିଯୋଗ କଲେ କି, ସେକ୍ଟର ୧୩ ପଡିଆରେ ଖ୍ରୀଷ୍ଟଧର୍ମବଲମ୍ବୀମାନେ ପ୍ରାର୍ଥନା ସଭାକରିବା ନାଁରେ ଧର୍ମାନ୍ତୀକରଣ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି, ଆଦିବାସୀ ସମ୍ପ୍ରଦାୟ ନିଜକୁ ହିନ୍ଦୁବୋଲି ପରିଗଣିତ କରୁଛନ୍ତି, ଏଣୁ ସେକ୍ଟର ୧୩ପଡିଆରେ ଖ୍ରୀଷ୍ଟଧର୍ମବଲମ୍ବିମାନେ ପ୍ରାର୍ଥନା ସଭା କରିବା ପାଇଁ ପ୍ରଚାର ପ୍ରସାର କରୁଛନ୍ତି, କିନ୍ତୁ ସଭା କରିବା ନାମରେ ନିରୀହ ଆଦିବାସୀମାନଙ୍କୁ ସ୍ୱାସ୍ଥ୍ୟକୁ ଆରୋଗ୍ୟ କରିଦେବା ଓ ବିଭିନ୍ନ ପ୍ରଲୋଭନ ଦେଖାଇ ହିନ୍ଦୁ ଜାତିରୁ ଧର୍ମ ପାରିବର୍ତ୍ତନ