ବିଜେପୁର: ବରପାଲି ଜଗନ୍ନାଥ ନଗର ଦୁର୍ଗା ପୂଜା ୫୦ ତମ ସାର୍ବଜନୀନ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି
ବରପାଲି :ବରଗଡ଼ ଜିଲ୍ଲା ବରପାଲି ଜଗନ୍ନାଥ ନଗର ଦୁର୍ଗା ପୂଜା ୫୦ ତମ ସାର୍ବଜନୀନ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ ପାଇଁ ଆଜି ଜଗନ୍ନାଥ ନଗର ପୂଜା ମଣ୍ଡପ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆଗାମୀ ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ତା. ୨୨.୦୯.୨୫ ସୋମବାର ଠାରୁ ଆଶ୍ୱିନ ଶୁକ୍ଲପକ୍ଷ ଦଶମୀ ତା. ୦୨.୧୦.୨୫ ଗୁରୁବାର ଦିନ ପର୍ଯ୍ୟନ୍ତ ଏହା ଚାଳିବ ଓ ୦୪ ଅକ୍ଟୋବରରେ ଭସାଣି ଯାତ୍ରାରେ ଏହା ସମାପନ ହେବ ବୋଲି ସୂଚନା ଦେଇ ଥ