ଦେବଗଡ: କୋରଡପସି ଗାଁରେ ଶୌଚ ପାଇଁ ଯାଇଥିବା ବୃଦ୍ଧଙ୍କୁ ଦଳିଦେଲା ହାତୀ, ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ
Debagarh, Debagarh (Deogarh) | Sep 11, 2025
ଦେବଗଡ ବନଖଣ୍ଡରେ ପୁଣି ହାତୀ ଆତଙ୍କ ଦେଖାଦେଇଛି । ହାତୀ ଆକ୍ରମଣରେ ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି । ରିଆମାଳ ବନାଂଚଳ କୋରଡପସି ଗ୍ରାମରେ ଆଜି...