ନବରଙ୍ଗପୁର ପୋଲିସ ଷ୍ଟେସନ: ଚୈତନ୍ୟ ମନ୍ଦିରରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ
ଚୈତନ୍ୟ ମନ୍ଦିରରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଆଜି ପୂଜାରୀଗୁଡା ନିବାସି ଶ୍ରୀ ନେତ୍ରାନନ୍ଦ ପାଢ଼ୀ ଙ୍କର ସହଧର୍ମିଣୀଙ୍କ ମୃତ୍ୟୁ ଖବର ଶୁଣି ଚୈତନ୍ୟ ମନ୍ଦିର ରେ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ଏହି ଅବସର ରେ ସେ ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ୍ ପରିବାର କୁ ସମବେଦନା ଜଣାଇଥିଲେ