ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସୂର୍ଯ୍ୟନଗର ଅଫିସରେ ଭିଜିଲାନ୍ସ ଏସ୍ପି ସରୋଜ ସାମଲ ଙ୍କ ସାମ୍ବାଦିକ ସମ୍ମିଳନୀ
Bhubaneswar M Corp, Khordha | Aug 27, 2025
ମିଛ ପେନାଲଟି.. ସତ ଲାଞ୍ଚ | 32ବର୍ଷ ଚାକିରୀରେ ଲାଞ୍ଚ ନେଇ ଗିରଫ ହୋଇଥିବା ସହକାରୀ ଟ୍ୟାକ୍ସ କମିସନର ସରିତା ବାରିକଙ୍କୁ କୋର୍ଟ ଚାଲାଣ କଲା...