ତେଲକୋଇ: ବନବିହାରି ପୁର ଗାଁରେ ହାତୀ ଉତ୍ପାତ ବ୍ୟାପକ ଧାନ ଫସଲ ନଷ୍ଟ ପ୍ରତୀକ୍ରୀୟା ରଖିଲେ ଚାଷି
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜର ବନବିହାରରୀପୁର ଗାଁରେ ପଲୁଆ ହାତୀ ଉତ୍ପାତ । ବ୍ୟାପକ ଧାନ ଫସଲ ନଷ୍ଟ । ଆଜି ଅପରାହ୍ନ ୫.୩୦ ମି. ସମୟରେ ପ୍ରତୀକ୍ରିୟା ରଖିଲେ ଚାଷି । ଧାନ ଫସଲକୁ ନେଇ ଚିନ୍ତାରେ ଚାଷି ।