ବୀରମିତ୍ରପୁର: ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅଣଧାନ ଚାଷର ପ୍ରୋତ୍ସାହନକୁ ନେଇ ଖୁସି ହେଲା ଚାଷୀଙ୍କ ମନ
ନୂଆଗାଁ ବ୍ଲକର ୨୦ଟି ଗ୍ରାମପଞ୍ଚାୟତର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି।ଚାଷୀମାନେ ଧାନ ସହ ଅଣଧାନ ଚାଷ କରିଥାନ୍ତି ହେଲେ ପାଣି ସମସ୍ୟାଠୁ ଆରମ୍ଭ କରି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।ହେଲେ ଧାନଚାଷ ଅନେକ ଚାଷୀ କରୁଥିବାବେଳେ ଅନଶନ ଚାଷକୁ କେତେକ ସମୟ କରି କ୍ଷତିଗ୍ରସ୍ତ ମଧ୍ୟ ହେଉଥିଲେ।