ପଟ୍ଟାଙ୍ଗୀ: ନନ୍ଦପୁର ବ୍ଳକ୍ ହିକିମପୁଟ ପଞ୍ଚାୟତ ସଦରମହକୁମା ଠାରେ ଫୁଟବଳ ଟୁର୍ଣ୍ଣlମେଣ୍ଟ ଉଦଯାପିତ
ଗତ ଏକ ସପ୍ତାହ ବ୍ୟାପୀ ଚାଲିଥିବା ରାମ ଏଫ ସି ଫୁଟ ବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ ହୋଯାଇଛି l ଆଜି ସଂନ୍ଧ୍ୟା ୫ଘଣ୍ଟା ସମୟରେ ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ବାଭେ କୋରାପୁଟ ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ ଯୋଗ ଦେଇ ଖେଳାଳି ମାନଙ୍କ ମନୋବଳ ଦୃଢ କରିବା ସହ ଫାଇନାଲ ମ୍ୟାଚର ଉପଯୋଗ ଦେଇ ଉଭୟ ଦଳ ର ଖେଳ କୁ ପ୍ରଶଂସା କରିଥିଲେ । ଫାଇନାଲ ମ୍ୟାଚ୍ ରେ ଚିଲିପୁଟ ଓ ଆୟୋଜକ ଦଳ ରାମ ଏଫସି ଦଳ ସହ କଡ଼ା ମୁକାବିଲା ହୋଇ ଥିବା ବେଳେ ଶେଷ ମୁହର୍ତ ରେ ଏକ ଗୋଲ ଦେଇ ରାମ ଏଫସି ଦଳ କୁ ହରାଇ ଚିଲିପୁଟ ଦଳ ଚମ୍ପି ୟାନ ହୋଇ ଟାଇଟଲ ହାସଲ କରିଥିଲା ଚିଲି ପୁଟ ଦଳ l